4 lines
500 B
Markdown
4 lines
500 B
Markdown
|
# Then the Jews took up stones
|
||
|
|
||
|
ଏଠାରେ “ଯିହୂଦୀମାନେ” ରୂପକ ଭାବରେ ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତତ୍ପରେ ଯିହୂଦୀ ନେତାମାନେ ପୁନର୍ବାର ପଥର ଉଠାଇବା ଆରମ୍ଭ କଲେ” (ଦେଖ: [[rc://*/ta/man/translate/figs-synecdoche]])
|