or_tn/jhn/10/28.md

4 lines
574 B
Markdown
Raw Permalink Normal View History

2020-11-19 00:15:53 +00:00
# no one will snatch them out of my hand
ଏଠାରେ “ହସ୍ତ” ଏକ ଶବ୍ଦର ଅର୍ଥ ଅଟେ ଯାହା ଯୀଶୁଙ୍କ ସୁରକ୍ଷାକାରୀ ଯତ୍ନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “କେହି ମୋଠାରୁ ସେମାନଙ୍କୁ ଚୋରି କରିବ ନାହିଁ” କିମ୍ବା “ସେମାନେ ମୋହର ଯତ୍ନରେ ଚିରକାଳ ସୁରକ୍ଷିତ ରହିବେ” (ଦେଖ: [[rc://*/ta/man/translate/figs-metonymy]])