or_tn/jhn/10/08.md

8 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Everyone who came before me
ଏହା ଲୋକମାନଙ୍କୁ ଶିକ୍ଷା ଦେଇଥିବା ଅନ୍ୟ ଶିକ୍ଷକ ତଥା ଫାରୂଶୀ ଏବଂ ଅନ୍ୟ ଯିହୂଦୀ ନେତାମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ଶିକ୍ଷକମାନେ ଯେଉଁମାନେ ମୋହର ଅଧିକାର ବିନା ଆସନ୍ତି” (ଦେଖ: [[rc://*/ta/man/translate/figs-explicit]])
# a thief and a robber
ଏହି ପଦଗୁଡିକ ରୂପକ ଅଟନ୍ତି I ଯୀଶୁ ସେହି ଶିକ୍ଷକମାନଙ୍କୁ “ଚୋର ଓ ଡକାଇତ” କହନ୍ତି, କାରଣ ସେମାନଙ୍କର ଶିକ୍ଷାସବୁ ମିଥ୍ୟା ଅଟନ୍ତି, ଓ ସେମାନେ ସତ୍ୟ ନଜାଣି ଈଶ୍ବରଙ୍କ ଲୋକମାନଙ୍କୁ କଢାଇ ନେବା ନିମନ୍ତେ ଚେଷ୍ଟା କରୁଥିଲେ I ଫଳସ୍ବରୂପ, ସେମାନେ ଲୋକମାନଙ୍କୁ ଭ୍ରାନ୍ତ କରୁଥିଲେ I (ଦେଖ: [[rc://*/ta/man/translate/figs-metaphor]])