or_tn/jhn/09/35.md

12 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଯୀଶୁ ସେ ସୁସ୍ଥ କରିଥିବା ବ୍ୟକ୍ତିକୁ ପାଉଛନ୍ତି ([ଯୋହନ ୯:୧-୭](./01.md)) ଓ ତାହାକୁ ଏବଂ ଲୋକମାନଙ୍କୁ କଥା କହିବାକୁ ଆରମ୍ଭ କରୁଛନ୍ତି I
# believe in
ଏହାର ଅର୍ଥ “ଯୀଶୁଙ୍କଠାରେ ବିଶ୍ବାସ କରିବା,” ସେ ଈଶ୍ବରଙ୍କ ପୁତ୍ର ଭାବେ ବିଶ୍ବାସ କରିବା, ପରିତ୍ରାଣକର୍ତ୍ତା ଭାବରେ ତାହାଙ୍କଠାରେ ଭରସା କରିବା ଓ ତାହାଙ୍କ ଗୌରବମୟ ମାର୍ଗରେ ଜୀବନଯାପନ କରିବା I
# the Son of Man
ଏଠାରେ ପାଠକମାନେ ବୁଝିବା ଆବଶ୍ୟକ ଯେ ଯୀଶୁ ଯେପରି “ମନୁଷ୍ୟପୁତ୍ର” ହୋଇ ଅନ୍ୟଜଣେ ସଦୃଶ କହୁଛନ୍ତି I ଜନ୍ମାନ୍ଧ ବ୍ୟକ୍ତି ବୁଝିପାରି ନଥିଲା ଯେ ଯୀଶୁ ଆପଣା ବିଷୟରେ କହୁଥିଲେ ଯେତେବେଳେ ସେ “ମନୁଷ୍ୟପୁତ୍ର” ବିଷୟରେ କହୁଥିଲେ I ତୁମେ ଏପରି ଅନୁବାଦ କର, ଯେପରି ୩୭ ପଦ ପର୍ଯ୍ୟନ୍ତ ବ୍ୟକ୍ତି ଜଣକ ଜାଣିନାହି ଯେ ଯୀଶୁ ମନୁଷ୍ୟପୁତ୍ର ଅଟନ୍ତି I