or_tn/jhn/08/18.md

12 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# I am he who bears witness about myself
ଯୀଶୁ ଆପଣା ବିଷୟରେ ସାକ୍ଷ୍ୟ ଦେଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭମାନଙ୍କୁ ଆପଣା ବିଷୟରେ ସାକ୍ଷ୍ୟ ଦେଉଅଛି”
# the Father who sent me bears witness about me
ପିତା ମଧ୍ୟ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି I ତୁମେ ଏହାକୁ ସ୍ପଷ୍ଟ କରି ପାରିବ ଯେ ଏହାର ଅର୍ଥ ଯୀଶୁଙ୍କ ସାକ୍ଷ୍ୟ ସତ୍ୟ ଅଟେ I ଅନ୍ୟ ଏକ ଅନୁବାଦରେ: “ମୋହର ପିତା ଯେ ମୋତେ ପ୍ରେରଣ କଲେ ସେ ମଧ୍ୟ ମୋ ବିଷୟରେ ସାକ୍ଷ୍ୟ ଦିଅନ୍ତି I ତେଣୁ ଆମ୍ଭେମାନେ ବିଶ୍ବାସ କରିବା ଉଚିତ ଯେ ଆମ୍ଭେମାନେ ଯାହା ତୁମ୍ଭମାନଙ୍କୁ କହୁଅଛୁ ତାହା ସତ୍ୟ ଅଟେ” (ଦେଖ: [[rc://*/ta/man/translate/figs-explicit]])
# the Father
ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I ଯଦି ତୁମ ଭାଷାରେ ଏ କାହାର ପିତା କହିବାକୁ ହୁଏ, ତେବେ ତୁମେ “ମୋହର ପିତା” କହିପାର, ଯେହେତୁ ଯୀଶୁ ନିମ୍ନଲିଖିତ ପଦ ଗୁଡିକରେ ସେହି ବିଷୟ କହୁଛନ୍ତି I (ଦେଖ: [[rc://*/ta/man/translate/guidelines-sonofgodprinciples]])