or_tn/jhn/08/16.md

24 lines
2.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# if I judge
ସମ୍ଭାବିତ ଅର୍ଥଗୁଡିକ ୧) “ଯଦି ମୁ ଲୋକମାନଙ୍କ ବିଚାର କରେ” କିମ୍ବା ) “ଯେତେବେଳେ ମୁଁ ଲୋକମାନଙ୍କ ବିଚାର କରେ”
# my judgment is true
ସମ୍ଭାବିତ ଅର୍ଥଗୁଡିକ ୧) “ମୋହର ବିଚାର ଯଥାର୍ଥ ହେବ” କିମ୍ବା ) “ମୋହର ବିଚାର ଯଥାର୍ଥ ଅଟେ”
# I am not alone, but I am with the Father who sent me
ଯୀଶୁ, ଈଶ୍ବରଙ୍କ ପୁତ୍ରଙ୍କର ଆପଣା ପିତାଙ୍କ ସହିତ ବିଶେଷ ସମ୍ପର୍କ ଥିବା ସକାଶୁ ବିଶେଷ ଅଧିକାର ଅଛି I (ଦେଖ: [[rc://*/ta/man/translate/guidelines-sonofgodprinciples]])
# I am not alone
ଅନ୍ତର୍ନିହିତ ସୂଚନା ଏହା ଯେ ତାହାଙ୍କ ବିଚାରରେ ଯୀଶୁ ଏକାକୀ ନୁହନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ କିପରି ବିଚାର କରେ, ସେଥିରେ ମୁଁ ଏକାକୀ ନୁହେଁ” କିମ୍ବା “ମୁଁ ଏକାକୀ ବିଚାର କରେ ନାହିଁ” (ଦେଖ: [[rc://*/ta/man/translate/figs-explicit]])
# I am with the Father
ପିତା ଓ ପୁତ୍ର ଏକତ୍ର ବିଚାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ପିତା ମଧ୍ୟ ମୋ ସହିତ ବିଚାର କରନ୍ତି” କିମ୍ବା “ପିତା ମଧ୍ୟ ମୋ ସ୍ବରୁପ ବିଚାର କରନ୍ତି”
# the Father
ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I ଯଦି ତୁମ ଭାଷାରେ ସେ କାହାର ପିତା ଅଟନ୍ତି ତାହା ପ୍ରକାଶ କରେ, ତୁମେ “ମୋହର ପିତା” କହିପାର, ଯେହେତୁ ଯୀଶୁ ନିମ୍ନଲିଖିତ ପଦ ଗୁଡିକରେ ସେହି ବିଷୟ କହୁଛନ୍ତି I (ଦେଖ: [[rc://*/ta/man/translate/guidelines-sonofgodprinciples]])