or_tn/jhn/06/70.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
୭୧ ପଦ ମୁଖ୍ୟ ଘଟଣାଧାରାର ଅଂଶ ନୁହେଁ, ଯେହେତୁ ଯୋହନ ଯୀଶୁ ଯାହା କହିଥିଲେ ସେ ବିଷୟରେ ଟିପ୍ପଣୀ ଦେଉଛନ୍ତି I (ଦେଖ: [[rc://*/ta/man/translate/writing-background]])
# Did not I choose you, the twelve, and one of you is a devil?
ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ ବୋଲି ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଯୀଶୁ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ସ୍ବୟଂ ତୁମ୍ଭ ସମସ୍ତଙ୍କୁ ମନୋନୀତ କରିଅଛି, ତଥାପି ତୁମ୍ଭମାନଙ୍କ ମଧ୍ୟରୁ ଜଣେ ଶୟତାନର ସନ୍ତାନ ଅଟେ !” (ଦେଖ: [[rc://*/ta/man/translate/figs-rquestion]])