or_tn/jhn/06/19.md

8 lines
782 B
Markdown
Raw Permalink Normal View History

2020-11-19 00:15:53 +00:00
# they had rowed
ନୌକାଗୁଡିକରେ ସାଧାରଣତଃ ଦୁଇ, ଚାରି କିମ୍ବା ଛଅ ଜଣଲୋକ ପ୍ରତ୍ୟେକ ଏକତ୍ର କାତ ମାରୁଥିଲେ I ନୌକାଟିଏ ଏକ ବଡ ସମୁଦ୍ରର ଆର ପାରିକି ଯିବାପାଇଁ ତୁମ ସଂସ୍କୃତିରେ ହୁଏତ ଭିନ୍ନ ଭାଷା ଥାଇପାରେ I
# about twenty-five or thirty stadia
ଗୋଟିଏ “କ୍ରୀଡାଙ୍ଗନ” ୧୮୫ ମିଟର ବିଶିଷ୍ଟ ଅଟେ I ଅନ୍ୟ ଏକ ଅନୁବାଦରେ: “ପ୍ରାୟ ପାଞ୍ଚ କିମ୍ବା ଛଅ କିଲୋମିଟର” (ଦେଖ: [[rc://*/ta/man/translate/translate-bdistance]])