or_tn/jhn/05/44.md

8 lines
765 B
Markdown
Raw Permalink Normal View History

2020-11-19 00:15:53 +00:00
# How can you believe, you who accept praise ... God?
ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ ଦର୍ଶା ଯାଉଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ କୌଣସି ପ୍ରକାରେ ବିଶ୍ବାସ କରି ପାରିବ ନାହିଁ, କାରଣ ତୁମ୍ଭେମାନେ ପ୍ରଶଂସା ଲୋଡୁଅଛ ...ଈଶ୍ବରଙ୍କ ଗୌରବ ଚେଷ୍ଟା କରୁନାହଁ !” (ଦେଖ: [[rc://*/ta/man/translate/figs-rquestion]])
# believe
ଏହାର ଅର୍ଥ ଯୀଶୁଙ୍କଠାରେ ଭରସା କରିବା I