or_tn/jhn/04/44.md

8 lines
989 B
Markdown
Raw Permalink Normal View History

2020-11-19 00:15:53 +00:00
# For Jesus himself declared
ଯୀଶୁ ଏହା “ପ୍ରକାଶ କରିଥିଲେ” ବା “କହିଥିଲେ” ସଦୃଶ ଗୁରୁତ୍ବ ଦେବା ନିମନ୍ତେ ସ୍ବୟଂବାଚକ ସର୍ବନାମ “ଆପଣା” ସଂଯୁକ୍ତ କରାଯାଇଛି I ତୁମେ ତୁମ ଭାଷାରେ ଏପରି ଅନୁବାଦ କର, ଯେପରି ଜଣେ ବ୍ୟକ୍ତି ପ୍ରତି ତାହା ଗୁରୁତ୍ବ ଦେବ I (ଦେଖ: [[rc://*/ta/man/translate/figs-rpronouns]])
# a prophet has no honor in his own country
ଲୋକମାନେ ସେମାନଙ୍କ ନିଜ ଦେଶର ଭାବବାଦୀଙ୍କୁ ସମ୍ମାନ ବା ଆଦର କରନ୍ତି ନାହିଁ କିମ୍ବା “ଜଣେ ଭାବବାଦୀ ନିଜ ସମାଜରେ ଲୋକମାନଙ୍କ ଦ୍ବାରା ସମ୍ମାନିତ ହୁଅନ୍ତି ନାହିଁ”