or_tn/jhn/03/intro.md

14 lines
1.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# ଯୋହନ ୦୩ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା
### ଜ୍ୟୋତିଃ ଓ ଅନ୍ଧକାର
ବାଇବଲ ସର୍ବଦା ଅଧାର୍ମିକ ଲୋକମାନଙ୍କ ବିଷୟରେ, ଅର୍ଥାତ୍ ଯେଉଁମାନେ ଈଶ୍ବରଙ୍କ ସନ୍ତୋଷଜନକ କାର୍ଯ୍ୟ କରନ୍ତି ନାହିଁ, ସେମାନଙ୍କ ବିଷୟରେ କହେ ଯେପରି ସେମାନେ ଅନ୍ଧକାରରେ ପଥଗାମୀ ହେଉଛନ୍ତି I ଏହା ଜ୍ୟୋତିଃ ବିଷୟରେ କହେ ଯେପରି ଏହା ପାପପୂର୍ଣ୍ଣ ଜୀବନଜାପାନ କରୁଥିବା ଲୋକମାନଙ୍କୁ ଧାର୍ମିକ ହେବା ନିମନ୍ତେ ସକ୍ଷମ କରାଏ, ଅର୍ଥାତ୍ ସେମାନେ କରୁଥିବା ମନ୍ଦକାର୍ଯ୍ୟ ସମ୍ବନ୍ଧରେ ବୁଝି ଈଶ୍ବରଙ୍କ ଆଜ୍ଞା ପାଳନ କରିବାରେ ସକ୍ଷମ କରାଏ I (ଦେଖ: [[rc://*/tw/dict/bible/kt/righteous]])
## ଏହି ଅଧ୍ୟାୟର ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା
### “ମନୁଷ୍ୟ ପୁତ୍ର”
ଏହି ଅଧ୍ୟାୟର ([ଯୋହନ ୩:୧୩](../../jhn/03/13.md))ରେ ଯୀଶୁ ଆପଣାକୁ ମନୁଷ୍ୟ ପୁତ୍ର କହୁଛନ୍ତି I ତୁମର ଭାଷା ହୁଏତ ଅନ୍ୟକାହା ବିଷୟରେ କହୁଥିବା ସଦୃଶ ଲୋକମାନଙ୍କୁ ଆପଣା ଆପଣା ବିଷୟରେ କହିବା ନିମନ୍ତେ ଅନୁମତି ଦିଏ ନାହି I (ଦେଖ: [[rc://*/tw/dict/bible/kt/sonofman]] ଓ [[rc://*/ta/man/translate/figs-123person]])