or_tn/jhn/03/10.md

8 lines
1001 B
Markdown
Raw Permalink Normal View History

2020-11-19 00:15:53 +00:00
# Are you a teacher of Israel, and yet you do not understand these things?
ଯୀଶୁ ଜାଣନ୍ତି ଯେ ନୀକଦୀମ ଜଣେ ଗୁରୁ ଅଟନ୍ତି I ସେ ପ୍ରତ୍ୟକ୍ଷ ସୂଚନା ଅନ୍ବେଷଣ କରନ୍ତି ନାହି I ଅନ୍ୟ ଏକ ଅନୁବାଦରେ; “ତୁମ୍ଭେ ଇଶ୍ରାୟେଲର ଜଣେ ଗୁରୁ ଅଟ, ତେଣୁ ମୁଁ ଆଶ୍ଚର୍ଯ୍ୟ ଯେ ତୁମ୍ଭେ ଏସବୁ ବୁଝି ପାରୁନାହଁ !” କିମ୍ବା “ତୁମ୍ଭେ ଇଶ୍ରାୟେଲର ଜଣେ ଗୁରୁ ଅଟ, ତେଣୁ ତୁମ୍ଭେ ଏସବୁ ବୁଝିବା ଉଚିତ !” (ଦେଖ: [[rc://*/ta/man/translate/figs-rquestion]])
# Are you a teacher ... yet you do not understand
“ତୁମ୍ଭେ” ଶବ୍ଦ ଏକବଚନ ଅଟେ ଓ ନୀକଦୀମଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)