or_tn/jhn/02/19.md

8 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# Destroy this temple, ... I will raise it up
ଯୀଶୁ ଏକ ପରିକଳ୍ପିତ ପରିସ୍ଥିତି ବିଷୟରେ କହୁଛନ୍ତି ଯେଉଁଥିରେ କିଛି ଏକ ବିଷୟ ନିଶ୍ଚିତ ଭାବରେ ଘଟିବ, ଯଦି କୌଣସି ବିଷୟ ସତ୍ୟ ନଥାଇ ମଧ୍ୟ ସତ୍ୟ ହେବ I ଏ କ୍ଷେତ୍ରରେ, ସେ ନିଶ୍ଚିତ ଭାବରେ ମନ୍ଦିରକୁ ତୋଳିବେ, ଯଦି ଯିହୂଦୀନେତାମାନେ ଏହାକୁ ବିନାଶ କରିବେ I ସେ ଏଠାରେ ଯିହୂଦୀନେତାମାନଙ୍କୁ ପ୍ରକୃତ ମନ୍ଦିର ଅଟ୍ଟାଳିକାକୁ ଭାଙ୍ଗିଦେବା ନିମନ୍ତେ ଆଜ୍ଞା ଦେଉନାହାନ୍ତି I ତୁମେ “ବିନାଶ କରିବା” ଓ “ତୋଳିବା” ଶବ୍ଦଗୁଡିକୁ ସାଧାରଣ ପ୍ରଚଳିତ ଶବ୍ଦ ଭାଙ୍ଗିଦେବା ଓ ଗଢିବା ସଦୃଶ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମ୍ଭେମାନେ ଏହି ମନ୍ଦରକୁ ଭାଙ୍ଗି ଦେବ, ମୁଁ ନିଶ୍ଚିତ ଭାବରେ ଏହାକୁ ଗଢିବି” କିମ୍ବା “ତୁମ୍ଭେମାନେ ନିଶ୍ଚିତ ହେବ ଯେ ଯଦି ତୁମ୍ଭେମାନେ ଏହି ମନ୍ଦିରକୁ ବିନାଶ କରିବ, ମୁଁ ଏହାକୁ ତୋଳିବି” (ଦେଖ: [[rc://*/ta/man/translate/figs-hypo]] ଓ [[rc://*/ta/man/translate/figs-metaphor]])
# raise it up
ଏହାକୁ ଛିଡା କରାଇବା