or_tn/jhn/01/23.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# He said
ଯୋହନ କହିଲେ
# I am a voice, crying in the wilderness
ଯୋହନ କହୁଛନ୍ତି ଯେ ଯିଶାଇୟଙ୍କ ଭାବବାଣୀ ତାହାଙ୍କ ସମ୍ବନ୍ଧରେ କୁହାଯାଇଛି I ଏଠାରେ “ସ୍ବର” ଶବ୍ଦ ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣେ ବ୍ୟକ୍ତିଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ପ୍ରାନ୍ତରରେ ଆହ୍ବାନ କରୁଥିବା ଜଣେ ବ୍ୟକ୍ତି ଅଟେ” (ଦେଖ: [[rc://*/ta/man/translate/figs-metonymy]])
# Make the way of the Lord straight
ଏଠାରେ “ପଥ” ଶବ୍ଦ ଏକ ରୂପକ ଭାବରେ ବ୍ୟବହାର କରାଯାଇଛି I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ଯେପରି ଜଣେ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ଆଗମନ ନିମନ୍ତେ ଯେପରି ପଥ ପ୍ରସ୍ତୁତ କରନ୍ତି, ସେହିପରି ପ୍ରଭୁଙ୍କ ଆଗମନ ନିମନ୍ତେ ଆପଣା ଆପଣାକୁ ପ୍ରସ୍ତୁତ କର” (ଦେଖ: [[rc://*/ta/man/translate/figs-metaphor]])