or_tn/jhn/01/10.md

8 lines
808 B
Markdown
Raw Permalink Normal View History

2020-11-19 00:15:53 +00:00
# He was in the world, and the world was made through him, and the world did not know him
ଏପରିକି ଯଦିଓ ସେ ଏହି ଜଗତରେ ଥିଲେ, ଓ ଈଶ୍ବର ତାହାଙ୍କ ଦ୍ବାରା ସମସ୍ତ ବିଷୟ ସୃଷ୍ଟି କଲେ, ତଥାପି ଲୋକମାନେ ତାହାଙ୍କୁ ଚିହ୍ନିଲେ ନାହିଁ
# the world did not know him
“ଜଗତ” ଏକ ରୂପକ ଅଟେ ଯାହା ଜଗତରେ ବାସ କରୁଥିବା ସମସ୍ତ ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: ସେ ପ୍ରକୃତରେ କିଏ ଥିଲେ, ଲୋକମାନେ ଜାଣି ନଥିଲେ” (ଦେଖ: [[rc://*/ta/man/translate/figs-metonymy]])