or_tn/jhn/01/05.md

4 lines
776 B
Markdown
Raw Permalink Normal View History

2020-11-19 00:15:53 +00:00
# The light shines in the darkness, and the darkness did not overcome it
ଏଠାରେ ଯାହା ସତ୍ୟ ଓ ଉତ୍ତମ ନିମନ୍ତେ “ଜ୍ୟୋତି” ଏକ ରୂପକ ଅଟେ I ଏଠାରେ ଯାହା ମିଥ୍ୟା ଓ ମନ୍ଦତା ନିମନ୍ତେ “ଅନ୍ଧକାର” ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ସତ୍ୟ ଏକ ଅନ୍ଧକାର ସ୍ଥାନ ମଧ୍ୟରେ ଆଲୋକମୟ କରିବା ସଦୃଶ ଅଟେ, ଏବଂ ଅନ୍ଧକାରମୟ ସ୍ଥାନର କୌଣସି ବ୍ୟକ୍ତି ଆଲୋକକୁ ଲିଭାଇ ପାରିବେ ନାହିଁ” (ଦେଖ: [[rc://*/ta/man/translate/figs-metaphor]])