or_tn/jhn/01/04.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# In him was life, and the life was the light of men
ପ୍ରତ୍ୟେକ ବିଷୟ ଜୀବିତ କରାଇବା କାରଣ ନିମନ୍ତେ ତାହାଙ୍କଠାରେ ଜୀବନ ଥିଲା ଏକ ରୂପକ ଅଟେ I ଅତଏବ, ଏଠାରେ “ସତ୍ୟ” ନିମନ୍ତେ “ଜ୍ୟୋତି” ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ; “ସେ ହିଁ ସମସ୍ତ ବିଷୟର ଜୀବନ ପ୍ରଦାନର କାରଣ ହେଲେ I ପୁଣି ସେ ଲୋକମାନଙ୍କୁ ଈଶ୍ବରଙ୍କ ବିଷୟକ ସତ୍ୟତା ପ୍ରକାଶ କଲେ I (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-metaphor]])
# In him
ଏଠାରେ “ତାହାଙ୍କଠାରେ” ଅର୍ଥାତ୍, ଯେ ବାକ୍ୟ, ତାହାଙ୍କୁ ବୁଝାଏ I
# life
ଏଠାରେ “ଜୀବନ” ନିମନ୍ତେ ଏକ ସାଧାରଣ ଶବ୍ଦ ବ୍ୟବହାର କର I ଯଦି ତୁମେ ନିର୍ଦ୍ଦିଷ୍ଟ ହେବାକୁ ଚାହୁଁଛ, ତେବେ “ଆତ୍ମିକ ଜୀବନ” ସ୍ବରୁପ ଅନୁବାଦ କର I