or_tn/jas/04/12.md

8 lines
979 B
Markdown
Raw Permalink Normal View History

2020-11-19 00:15:53 +00:00
# Only one is the lawgiver and judge
ଏହା ଈଶ୍ବରଙ୍କୁ ବୁଝାଏ । “ଈଶ୍ବର କେବଳ ଜଣେ ଅଟନ୍ତି ଯେ ଲୋକମାନଙ୍କୁ ବ୍ୟବସ୍ଥା ଦିଅନ୍ତି ଏବଂ ବିଚାର କରିଥାନ୍ତି”
# Who are you, you who judge your neighbor?
ଯାକୁବ ତାହାଙ୍କ ପାଠକମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏହି ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରିଛିନ୍ତି । ଏହାକୁ ଏକ ଉକ୍ତି ରୂପରେ ପ୍ରକାଶ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ତୁମେ କେବଳ ଏକ ମନୁଷ୍ୟ ମାତ୍ର ଏବଂ ଅନ୍ୟ ମନୁଷ୍ୟର ବିଚାର କରି ପାରିବ ନାହିଁ ।“ (ଦେଖ:[[rc://*/ta/man/translate/figs-rquestion]])