or_tn/jas/04/06.md

16 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# But God gives more grace
କିପରି ଏହି ବାକ୍ୟାଂଶ ପୁର୍ବପଦ ସହିତ ସମ୍ପୃକ୍ତ ହେବା ସ୍ପଷ୍ଟ କରାଯାଇ ପାରିବ: “କିନ୍ତୁ, ଏପରିକି ଯଦିୟ ଆମମାନଙ୍କ ଆତ୍ମା ଇଚ୍ଛା କରେ ଯାହା ଆମ ନିକଟରେ ନାହି, ଈଶ୍ବର ଆମମାନଙ୍କୁ ଏପରିକି ଅଧିକ ଅନୁଗ୍ରହ ପ୍ରଦାନ କରନ୍ତି, ଯଦି ଆମ୍ଭେମାନେ ନିଜକୁ ବିନମ୍ର କରୁ” (ଦେଖ: [[rc://*/ta/man/translate/figs-explicit]] )
# so the scripture
କାରଣ ଈଶ୍ବର ଅଧିକ ଅନୁଗ୍ରହ ଦିଅନ୍ତି, ଶାସ୍ତ୍ର
# the proud
ଏହା ସାଧାରଣଭାବେ ଗର୍ବ କରୁଥିବା ଲୋକମାନଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ଗର୍ବି ଲୋକମାନେ” (ଦେଖ : [[rc://*/ta/man/translate/figs-nominaladj]])
# the humble
ଏହା ସାଧାରଣଭାବେ ବିନମ୍ର ଲୋକମାନଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ନମ୍ର ଲୋକମାନେ” (ଦେଖ: [[rc://*/ta/man/translate/figs-nominaladj]] )