or_tn/jas/01/10.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# but the rich man of his low position
“ଦର୍ପ କର” ଶବ୍ଦ ପୁର୍ବ ବାକ୍ୟାଂଶରୁ ବୁଝି ହୁଏ । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଧନୀ ବ୍ୟକ୍ତି ତାହାର ଦୀନାବସ୍ଥାରେ ଦର୍ପ କରୁ” (ଦେଖ: [[rc://*/ta/man/translate/figs-ellipsis]])
# but the rich man
କିନ୍ତୁ ଯେଉଁ ବ୍ୟକ୍ତି ପାଖରେ ବହୁତ ଅର୍ଥ ଅଛି । ସମ୍ଭାବିତ ଅର୍ଥଗୁଡିକ ୧) ଧନୀ ବ୍ୟକ୍ତି ଜଣକ ବିଶ୍ବାସୀ ଅଟେ କିମ୍ବା ) ଧନୀ ବ୍ୟକ୍ତି ଜଣକ ଅବିଶ୍ବାସୀ ଅଟେ ।
# of his low position
ଜଣେ ଧନୀ ବିଶ୍ବାସୀ ଆନନ୍ଦିତ ହେବା ଉଚିତ ଯଦି ଈଶ୍ବର ତାହାକୁ କଷ୍ଟ ଦିଅନ୍ତି । ଅନ୍ୟ ଏକ ଅନୁବାଦରେ: “ଆନନ୍ଦ କର ଯେ ଈଶ୍ବର ତାହାକୁ ଦୁଃଖ ଦେଇଛନ୍ତି” (ଦେଖ: [[rc://*/ta/man/translate/figs-ellipsis]])
# he will pass away as a wild flower in the grass
ଧନୀ ବ୍ୟକ୍ତିମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନେ ଘାସର ଫୁଲ ସମାନ ଅଟନ୍ତି । ଯାହା ଅଳ୍ପ ସମୟ ପାଇଁ ଜୀବିତ ରହେ । (ଦେଖ: [[rc://*/ta/man/translate/figs-simile]])