or_tn/jas/01/06.md

8 lines
888 B
Markdown
Raw Permalink Normal View History

2020-11-19 00:15:53 +00:00
# in faith, doubting nothing
ଏହାକୁ ସକାରାତ୍ମକ ଭାବରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ନିଶ୍ଚିତରୁପେ ଯେ ଈଶ୍ବର ଉତ୍ତର ଦେବେ” (ଦେଖ: [[rc://*/ta/man/translate/figs-doublenegatives]])
# For anyone who doubts is like a wave in the sea that is driven by the wind and tossed around
ଯେକେହି ସନ୍ଦେହ କରେ ଯେ ଈଶ୍ବର ତାହାଙ୍କୁ ସାହାଯ୍ୟ କରିବା ବିଷୟରେ କୁହାଯାଇଛି ଯେପରି ମହାସାଗରରେ ବା ଏକ ବଡ ହ୍ରଦରେ ଜଳ ରହିବା ସ୍ବରୂପ, ଯାହା ଭିନ୍ନଭିନ୍ନ ଦିଗରେ ଘୁରି ବୁଲୁଥାଏ । (ଦେଖ: [[rc://*/ta/man/translate/figs-simile]])