or_tn/heb/13/06.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# The Lord is my helper ... do to me
ଏହା ପୁରାତନ ନିୟମର ଗୀତସଂହିତା ପୁସ୍ତକରୁ ଆସିଥିବା ଗୋଟିଏ ଉଦ୍ଧୃତ ବାକ୍ୟ ଅଟେ I (ଦେଖ: [[rc://*/ta/man/translate/figs-explicit]])
# I will not be afraid. What can a man do to me?
ଲେଖକ ଏହି ପ୍ରଶ୍ନ ବ୍ୟବହାର କରି ଗୁରୁତ୍ବ ଦେଉଛନ୍ତି ଯେ ସେ ଲୋକମାନଙ୍କୁ ଭୟ କରନ୍ତି ନାହିଁ, କାରଣ ଈଶ୍ବର ତାହାଙ୍କୁ ସାହାଯ୍ୟ କରୁଛନ୍ତି I ଏଠାରେ “ମନୁଷ୍ୟ”ର ଅର୍ଥ ସାଧାରଣତଃ ଯେ କୌଣସି ବ୍ୟକ୍ତି ଅଟେ I ଅନ୍ୟଏକ ଅନୁବାଦରେ: “ମୁଁ ଭୟ କରିବି ନାହିଁ ଯେ କୌଣସି ବ୍ୟକ୍ତି ମୋ ପ୍ରତି କ’ଣ କରି ପାରିବ!” (ଦେଖ: [[rc://*/ta/man/translate/figs-rquestion]] ଓ [[rc://*/ta/man/translate/figs-gendernotations]])