or_tn/heb/12/17.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# he was rejected
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ପିତା ଇସହାକ ତାହାଙ୍କୁ ଆଶୀର୍ବାଦ କରିବାକୁ ନାସ୍ତି କଲେ” (ଦେଖ: [[rc://*/ta/man/translate/figs-activepassive]])
# because he found no opportunity for repentance
ଗୁଣବାଚକ ବିଶେଷ୍ୟ “ମନପରିବର୍ତ୍ତନ”କୁ ଏକ କ୍ରିୟା ବାକ୍ୟରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେହେତୁ ଏହା ତାହାଙ୍କ ପକ୍ଷରେ ମନପରିବର୍ତ୍ତନ କରିବା ସମ୍ଭବ ନଥିଲା” କିମ୍ବା “ଏହା ତାହାଙ୍କ ପକ୍ଷରେ ଆପଣା ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ସମ୍ଭବ ନ ଥିଲା” (ଦେଖ: [[rc://*/ta/man/translate/figs-abstractnouns]])
# even though he sought it with tears
ଏଠାରେ “ସେ” ଏସୌଙ୍କୁ ବୁଝାଏ I