or_tn/heb/12/10.md

4 lines
519 B
Markdown
Raw Permalink Normal View History

2020-11-19 00:15:53 +00:00
# so that we can share in his holiness
ଏହି ରୂପକ “ପବିତ୍ରତା” ବିଷୟରେ କହେ ଯେପରି ଏହା ଏକ ବିଷୟ ଅଟେ, ଯାହା ଲୋକମାନଙ୍କ ମଧ୍ୟରେ ବଣ୍ଟାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେପରି ଆମ୍ଭେମାନେ ଈଶ୍ବରଙ୍କ ସଦୃଶ ପବିତ୍ର ହୋଇ ପାରିବୁ” (ଦେଖ: [[rc://*/ta/man/translate/figs-metaphor]])