or_tn/heb/11/33.md

12 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# It was through faith that they
ଏଠାରେ “ସେମାନେ” ଅର୍ଥ ନୁହେଁ ଯାହା ୧୧:୩୨ ରେ ତାଲିକାଭୁକ୍ତ ଥିବା ପ୍ରତେକେ ଲେଖକ ଉଲ୍ଲେଖ କରିବାକୁ ଯାଉଥିବା ସମସ୍ତ ବିଷୟ କରିଥିଲେ I ଲେଖକ ସାଧାରଣତଃ କହୁଛନ୍ତି ଯେ ଏହି ପ୍ରକାର କାର୍ଯ୍ୟଗୁଡିକ ବିଶ୍ବାସଥିବା ଲୋକମାନେ ହିଁ କରିବାକୁ ସମର୍ଥ ହେଉଥିଲେ I ଅନ୍ୟଏକ ଅନୁବାଦରେ: “ବିଶ୍ବାସ ଦ୍ବାରା ଏହି ପ୍ରକାର ଲୋକମାନେ”
# they conquered kingdoms
ଏଠାରେ “ରାଜ୍ୟ” ସେଠାରେ ବାସକରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେମାନେ ବିଦେଶୀ ରାଜ୍ୟର ଲୋକମାନଙ୍କୁ ପରାଜୟ କଲେ”
# They stopped the mouths of lions
ଏହି ପଦଗୁଡିକ ଈଶ୍ବର ବିଶ୍ବାସୀମାନଙ୍କୁ ମୃତ୍ୟୁରୁ ରକ୍ଷା କରିଥିବା କେତେକ ମାର୍ଗର ତାଲିକା ଦେବାକୁ ଆରମ୍ଭ କରୁଛି I ଅନ୍ୟଏକ ଅନୁବାଦରେ: “ସେମାନେ ଆପଣାକୁ ସିଂହ ଗ୍ରାସ କରିବାରୁ ରକ୍ଷା କଲେ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-metonymy]])