or_tn/heb/11/22.md

16 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# when his end was near
ଏଠାରେ “ତାହାଙ୍କ ଶେଷ ସମୟ” ମୃତ୍ୟୁ ବିଷୟରେ ଉଲ୍ଲେଖ କରିବା ଗୋଟିଏ ଶିଷ୍ଟାଚାର ଶୈଳୀ ଅଟେ I ଅନ୍ୟଏକ ଅନୁବାଦରେ: “ସେ ମୃତ୍ୟୁଭୋଗ କରୁଥିବା ସମୟରେ” (ଦେଖ: [[rc://*/ta/man/translate/figs-euphemism]])
# spoke of the departure of the children of Israel from Egypt
ଇଶ୍ରାୟେଲମାନଙ୍କ ସନ୍ତାନଗଣ ମିଶରରୁ ପ୍ରସ୍ଥାନ କରିବା ବିଷୟରେ କୁହାଯାଏ
# the children of Israel
ଇଶ୍ରାୟେଲୀୟମାନେ କିମ୍ବା “ଇଶ୍ରାୟେଲ ସନ୍ତାନଗଣ”
# instructed them about his bones
ମିଶରରେ ଥବା ସମୟରେ ଯୋସେଫ ମୃତ୍ୟୁଭୋଗ କଲେ I ସେ ଚାହିଁଥିଲେ ଯେ ମିଶରରୁ ପ୍ରସ୍ଥାନ କରିବା ସମୟରେ ତାହାଙ୍କ ଲୋକମାନେ ତାହାଙ୍କର ଅସ୍ଥି ସେମାନଙ୍କ ସାଙ୍ଗରେ ନେବେ, ଯେପରି ସେମାନେ ତାହା ଈଶ୍ବର ସେମାନଙ୍କୁ ପ୍ରତିଜ୍ଞା କରିଥିବା ଦେଶରେ ସମାଧି କରିବେ I (ଦେଖ: [[rc://*/ta/man/translate/figs-explicit]])