or_tn/heb/11/11.md

20 lines
2.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଅନେକ ସଂସ୍କରଣ ଏହି ପଦକୁ ସାରାଙ୍କ ନିମନ୍ତେ ଉଲ୍ଲେଖ କରୁଥିବା ସଦୃଶ ତର୍ଜମା କରନ୍ତି, ଏବଂ ଅନ୍ୟ କେତେକ ଅବ୍ରାହାମଙ୍କ ନିମନ୍ତେ ଉଲ୍ଲେଖ କରୁଥିବା ସଦୃଶ ତର୍ଜମା କରନ୍ତି I
# It was by faith, even though Sarah herself was barren, that Abraham received ability to father a child. This happened even though he was too old, since he considered
କେତେକ ସଂସ୍କରଣ ଏହି ପଦକୁ ସାରାଙ୍କ ନିମନ୍ତେ ଉଲ୍ଲେଖ କରୁଥିବା ସଦୃଶ ତର୍ଜମା କରନ୍ତି I “ବିଶ୍ବାସ ଦ୍ବାରା ସାରା, ନିଜେ ବନ୍ଧ୍ୟା ହେଲେ ହେଁ, ଗତବୟସ୍କା ହୋଇସୁଦ୍ଧା ସନ୍ତାନ ପ୍ରସବ କରିବା ନିମନ୍ତେ ଶକ୍ତିପ୍ରାପ୍ତ ହେଲେ, ଯେହେତୁ ସେ ବିଶ୍ବସ୍ତ ଜ୍ଞାନ କଲେ”
# It was by faith
ଗୁଣବାଚକ ବିଶେଷ୍ୟ “ବିଶ୍ବାସ”କୁ “ବିଶ୍ବାସ କରିବା” କ୍ରିୟା ଭାବରେ ପ୍ରକାଶ କରାଯାଇ ପାରିବ I ସମ୍ଭାବିତ ଅର୍ଥଗୁଡିକ ୧) ଏହା ଅବ୍ରାହାମଙ୍କ ବିଶ୍ବାସ ଦ୍ବାରା ହେଲା I ଅନ୍ୟଏକ ଅନୁବାଦରେ: “ଏହା ଅବ୍ରାହାମ ବିଶ୍ବାସ ସକାଶୁ ହେଲା” କିମ୍ବା ) ସାରାଙ୍କ ବିଶ୍ବାସର କାରଣରୁ ହେଲା I ଅନ୍ୟଏକ ଅନୁବାଦରେ: “ଏହା ସାରା ବିଶ୍ବାସ କରିଥିବା ସକାଶୁ ହେଲା” (ଦେଖ: [[rc://*/ta/man/translate/figs-abstractnouns]])
# received ability to father a child
ପିତା ହେବାକୁ ଶକ୍ତି ପ୍ରାପ୍ତ ହେଲେ କିମ୍ବା “ସନ୍ତାନ ପ୍ରାପ୍ତ ହେବାକୁ ଶକ୍ତି ପ୍ରାପ୍ତ ହେଲେ”
# since he considered as faithful the one who had given the promise
ଯେହେତୁ ସେ ପ୍ରତିଜ୍ଞା କରିଥିବା ଈଶ୍ବରଙ୍କୁ ବିଶ୍ବସ୍ତ ଜ୍ଞାନକରି ବିଶ୍ବାସ କଲେ