or_tn/heb/07/24.md

4 lines
639 B
Markdown
Raw Permalink Normal View History

2020-11-19 00:15:53 +00:00
# he has a permanent priesthood
ଜଣେ ଯାଜକଙ୍କ କାର୍ଯ୍ୟ ବିଷୟରେ କୁହାଯାଏ ଯେପରି ଏହା ଗୋଟିଏ ବସ୍ତୁ ଯାହା ଯୀଶୁ ଅଧିକାର କରି ପାରିବେ I ଗୁଣବାଚକ ବିଶେଷ୍ୟକୁ ଏଡାଇବା ନିମନ୍ତେ ଏହାକୁ ଅନ୍ୟ ପଦଗୁଡିକ ସହ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ; “ସେ ଜଣେ ଚିରସ୍ଥାୟୀ ଯାଜକ ଅଟନ୍ତି” (ଦେଖ: [[rc://*/ta/man/translate/figs-abstractnouns]])