or_tn/gal/06/14.md

20 lines
2.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# But may I never boast except in the cross
ମୁଁ କ୍ରୁଶ ବିନା ଆଉ କୌଣସି ବିଷୟରେ ଗର୍ବ କରିବାକୁ ଚାହେଁ ନହିଁ କିମ୍ବା ""ମୁଁ କେବଳ କ୍ରୁଶ ଉପରେ ଗର୍ବ କରିପାରିବି’’
# the world has been crucified to me
ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: ""ମୁଁ ଜଗତ ପ୍ରତି ମୃତ ହୋଇଛି "" କିମ୍ବା ""ମୁଁ ଜଗତକୁ ଏକ ଅପରାଧୀ ରୂପରେ ବ୍ୟବହାର କରେ ଯେଉଁମାନେ ଈଶ୍ବରଙ୍କୁ କ୍ରୁଶ ଉପରେ ମାରିଛନ୍ତି’’ (ଦେଖ: [[rc://*/ta/man/translate/figs-activepassive]])
# I to the world
କ୍ରୁଶାର୍ପିତ କରାଯାଇଛି“ ଶବ୍ଦ ଏହା ପୂର୍ବ ବାକ୍ୟାଶଂରୁ ବୁଝି ହୁଏ । ଅନ୍ୟ ଏକ ଅନୁବାଦରେ: ""ଏବଂ ମୁଁ ଜଗତ ନିମନ୍ତେ କ୍ରୁଶାର୍ପିତ ହୋଇଛି’’ (ଦେଖ: [[rc://*/ta/man/translate/figs-ellipsis]])
# I to the world
ସମ୍ଭବପର ଅର୍ଥଗୁଡିକ ୧)ଜଗତ ମୋ ବିଷୟରେ ଚିନ୍ତା କରେ ଯେ ମୁଁ ମୃତ ହୋଇଯାଇଛି’’ ଓ )""ଜଗତ ମୋତେ ଏକ ଅପରାଧୀ ପରି ବ୍ୟବହାର କରୁଛି ଯାହା ଇଶ୍ବର କ୍ରୁଶ ଉପରେ ମୃତ୍ୟୁ କରିଅଛନ୍ତି’’
# the world
ସମ୍ଭାବିତ ଅର୍ଥଗୁଡିକ ୧) ଜଗତର ଲୋକମାନେ, ଯେଉଁମାନେ ଈଶ୍ବରଙ୍କୁ ମାନନ୍ତି ନାହିଁ କିମ୍ବା ) ସେହି ବିଷୟଗୁଡିକ ପ୍ରତି ଯେଉଁମାନେ ଈଶ୍ବରଙ୍କ ନିମନ୍ତେ କିଛି ମାନୁନଥିବା ଲୋକଙ୍କ ନିମନ୍ତେ ଗୁରୁତ୍ବପୁର୍ଣ୍ଣ ଅଟେ ।