or_tn/gal/06/11.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯେପରିକି ପାଉଲ ଏହି ପତ୍ର ଲେଖିବା ସମାପ୍ତ କରନ୍ତି, ସେ ଅନ୍ୟଏକ କଥାକୁ ସ୍ଣରଣ କରାଇ ଦିଅନ୍ତି ଯେ ବ୍ୟବସ୍ଥା ଉଦ୍ଧାର କରିବ ନାହିଁ ଏବଂ ସେମାନେ ଖ୍ରୀଷ୍ଟଙ୍କ କ୍ରୁଶକୁ ସ୍ମରଣରେ ରଖିବା ଉଚିତ୍ ।
# large letters
ଏହାର ଅର୍ଥ ଏହା ହୋଇପାରେ ଯେ ପାଉଲ ଗୁରୁତ୍ବ ଦେବାକୁ ଚାହାନ୍ତି ୧) ନିମ୍ନଲିଖିତ ବାକ୍ୟ ଉପରେ ଗୁରୁତ୍ବ ଦିଅନ୍ତି କିମ୍ବା ) ଏହି ପତ୍ର ତାହାଙ୍କ ଠାରୁ ଆସିଅଛି ।
# with my own hand
ସମ୍ଭାବିତ ଅର୍ଥଗୁଡିକ ୧)ପାଉଲଙ୍କର ସମ୍ଭବତଃ ଜଣେ ସହାୟକ ଥିଲା ଯେ ଏହି ପତ୍ରର ଅଧିକାଂଶ ଲେଖିଲେ କାରଣ ପାଉଲ ତାହାଙ୍କୁ କହିଥିଲେ ଯେ କ’ଣ ଲେଖିବେ, କିନ୍ତୁ ପାଉଲ ନିଜେ ପତ୍ରର ଅନ୍ତିମ ଭାଗ ଲେଖିଥିଲେ କିମ୍ବା ) ପାଉଲ ସମ୍ପୁର୍ଣ୍ଣ ପତ୍ର ନିଜେ ଲେଖିଥିଲେ ।