or_tn/gal/04/29.md

8 lines
572 B
Markdown
Raw Permalink Normal View History

2020-11-19 00:15:53 +00:00
# according to the flesh
ଏହା ହାଗାରକୁ ପତ୍ନୀ ରୂପରେ ଗ୍ରହଣ କରି ଅବ୍ରାହମ ଇଶ୍ମାଏଲର ପିତା ହେବାକୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ମନୁଷ୍ୟର କର୍ମ ଦ୍ବାରା” କିମ୍ବା “କାରଣ ଲୋକମାନେ ଯେଉଁ କାର୍ଯ୍ୟ କଲେ” (ଦେଖ: [[rc://*/ta/man/translate/figs-metaphor]])
# according to the Spirit
ଆତ୍ମାଙ୍କ କାର୍ଯ୍ୟ ସକାଶୁ