or_tn/gal/04/24.md

24 lines
2.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ଏକ ସତ୍ୟକୁ ଚିତ୍ରଣ କରିବା ନିମନ୍ତେ ଏକ ଗଳ୍ପ ଆରମ୍ଭ କରନ୍ତି ଯାହା ବ୍ୟବସ୍ଥା ଏବଂ ଅନୁଗ୍ରହ ଏକ ସଙ୍ଗରେ ବିଦ୍ୟମାନ ହୋଇ ପାରିବେ ନାହିଁ ।
# These things may be interpreted as an allegory
ଦୁଇ ପୁତ୍ରର ଏହି କାହାଣୀ ଏକ ଛବିପରି ଅଟେ ଯାହା ମୁଁ ବର୍ତ୍ତମାନ ତୁମମାନଙ୍କୁ କହିବି
# as an allegory
ଏକ “ରୂପକାତ୍ମକ” ଏକ କାହାଣୀ ଅଟେ ଯେଉଁଥିରେ ଲୋକମାନେ ଓ ସେଥିରେ ବିଦ୍ୟମାନ ବିଷୟଗୁଡିକ ଅନ୍ୟ ବିଷୟଗୁଡିକ ଉଲ୍ଲେଖ କରେ । ପାଉଲଙ୍କର ରୂପକାତ୍ମକ, [ଗାଲାତୀୟ ୪:](../୦୪/.md)ରେ ବର୍ଣ୍ଣିତ ଦୁଇଜଣ ସ୍ତ୍ରୀ ଦୁଇଟି ଚୁକ୍ତିକୁ ଉଲ୍ଲେଖ କରନ୍ତି ।
# women represent
ଏକ ଚିତ୍ରର ସ୍ତ୍ରୀଗଣ
# Mount Sinai
ଏଠାରେ ସୀନୟ ପର୍ବତ ବ୍ୟବସ୍ଥା ନିମନ୍ତେ ଏକ ଭିନ୍ନ ମତ ଅଟେ ଯାହା ମୋଶା ସେଠାରେ ଇସ୍ରାଏଲମାନଙ୍କୁ ଦେଇଥିଲେ । ଅନ୍ୟ ଏକ ଅନୁବାଦରେ: “ସୀନୟ ପର୍ବତ, ଯେଉଁଠାରେ ମୋଶା ଇସ୍ରାଏଲୀୟମାନଙ୍କୁ ବ୍ୟବସ୍ଥା ଦେଇଥିଲେ” (ଦେଖ: [[rc://*/ta/man/translate/figs-synecdoche]])
# she gives birth to children who are slaves
ପାଉଲ ବ୍ୟବସ୍ଥାକୁ ଏପରି ବ୍ୟବହାର କରନ୍ତି ଯେପରି ସେ ଜଣେ ବ୍ୟକ୍ତି ଥିଲେ । ଅନ୍ୟ ଏକ ଅନୁବାଦରେ: “ଏହି ନିୟମର ଅଧିନରେ ଲୋକମାନେ ଦାସ ସଦୃଶ ଅଟନ୍ତି ଯେଉଁମାନଙ୍କୁ ବ୍ୟବସ୍ଥା ପାଳନ କରିବାକୁ ପଡିଲା” (ଦେଖ: [[rc://*/ta/man/translate/figs-metaphor]])