or_tn/gal/04/07.md

12 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# you are no longer a slave, but a son
ପାଉଲ ଏଠାରେ ଶିଶୁପୁତ୍ର ନିମନ୍ତେ ଏହି ଶବ୍ଦ ବ୍ୟବହାର କରନ୍ତି କାରଣ ଉତ୍ତରାଧିକାର ମୂଖ୍ୟ ବିଷୟରେ ଅଟେ । ତାହାଙ୍କ ସଂସ୍କୃତି ଏବଂ ତାହାଙ୍କ ପାଠକମାନଙ୍କ ସଂସ୍କୃତିରେ ଉତ୍ତରଧିକାର ସାଧାରଣତଃ ଶିଶୁପୁତ୍ରମାନଙ୍କୁ ଦିଆଯାଉଥିଲା, କିନ୍ତୁ ସର୍ବଦା ନୁହେ । ସେ ଏଠାରେ ନିର୍ଦ୍ଧିଷ୍ଟଭାବେ କୌଣସି କନ୍ୟାଶିଶୁକୁ ଗୁରୁତ୍ବ ଦେଉ ନଥିଲେ ।
# you are no longer a slave ... you are also an heir
ପାଉଲ ତାହାଙ୍କ ପାଠକଙ୍କୁ ଜଣେ ବ୍ୟକ୍ତି ସଦୃଶ ସମ୍ୱୋଧନ କରୁଛନ୍ତି, ତେଣୁ ଏଠାରେ “ତୁମେମାନେ” ଏକବଚନ ଅଟେ । (ଦେଖ: [[rc://*/ta/man/translate/figs-you]])
# heir
ଯେଉଁ ଲୋକମାନଙ୍କୁ ଈଶ୍ବର ପ୍ରତିଜ୍ଞା କରିଛନ୍ତି ସେମାନଙ୍କ ବିଷୟରେ ଏପରି କୁହାଯାଏ ଯେପରି ସେମାନେ ଏକ ପରିବାର ସଦସ୍ୟଙ୍କଠାରୁ ସମ୍ପତି ଏବଂ ଧନ ଅଧିକାର କରୁଥିଲେ । (ଦେଖ: [[rc://*/ta/man/translate/figs-metaphor]])