or_tn/gal/04/06.md

24 lines
2.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# you are sons
ପାଉଲ ଏଠାରେ ପୁତ୍ରସନ୍ତାନ ନିମନ୍ତେ ଏହି ଶବ୍ଦ ବ୍ୟବହାର କରନ୍ତି କାରଣ ଉତ୍ତରଧିକାରୀ ମୂଖ୍ୟ ବିଷୟରେ ଅଟେ । ତାହାଙ୍କ ସଂସ୍କୃତି ଏବଂ ତାହାଙ୍କ ପାଠକମାନଙ୍କ ସଂସ୍କୃତିରେ ଉତ୍ତରାଧିକାର ସାଧାରଣତଃ ଭାବରେ ପୁତ୍ରସନ୍ତାନଙ୍କୁ ଦିଆଯାଉ ଥିଲା, କିନ୍ତୁ ସବୁବେଳେ ନୁହେ । ସେ ଏଠାରେ କନ୍ୟା ସନ୍ତାନମାନଙ୍କୁ ନିର୍ଦ୍ଧିଷ୍ଟଭାବେ ଗୁରୁତ୍ବ ଦେଉ ନଥିଲେ ।
# God has sent the Spirit of his Son into our hearts, who calls out, ""Abba, Father.
“ଆବା, ପିତା” କହିବା ଦ୍ବାରା ଆମମାନଙ୍କୁ ଆତ୍ମା ନିଶ୍ଚିତ କରାଇ ଦିଅନ୍ତି ଯେ ଆମମାନେ ଈଶ୍ବରଙ୍କ ସନ୍ତଗଣ ଏବଂ ସେ ଆମମାନଙ୍କୁ ପ୍ରେମ କରନ୍ତି ।
# sent the Spirit of his Son into our hearts
ହୃଦୟ ଏକ ବ୍ୟକ୍ତିର ଅଂଶ ନିମନ୍ତେ ଏକ ରୂପକ ଅଟେ ଯାହା ସେ ଭାବେ ଏବଂ ଅନୁଭବ କରେ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ପୁତ୍ରଙ୍କ ଆତ୍ମାଙ୍କୁ ପ୍ରେରଣ କରି ଆମମାନଙ୍କୁ ଦେଖାଇ ଅଛନ୍ତି ଯେ ଆମ୍ଭେମାନେ କିପରି ଭାବିବା ଏବଂ କାର୍ଯ୍ୟ କରିବା ଉଚିତ୍” (ଦେଖ: [[rc://*/ta/man/translate/figs-metonymy]])
# his Son
ଏହା ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ । (ଦେଖ: [[rc://*/ta/man/translate/guidelines-sonofgodprinciples]])
# who calls
ଆତ୍ମା କେବଳ ଆହ୍ବାନ କରନ୍ତି
# Abba, Father
ଏପରି ଭାବରେ ପାଉଲଙ୍କ ନିଜ ଭାଷାରେ ଜଣେ ଶିଶୁପୁତ୍ର ତାହାର ପିତାକୁ ସମ୍ଭୋଧନା କରେ, କିନ୍ତୁ ଗାଲାତୀୟ ପାଠକଙ୍କ ଭାଷାରେ ନୁହେଁ । ଏକ ବିଦେଶୀ ଭାଷାକୁ ଧ୍ୟାନରେ ରଖି, ଏହାକୁ ଏମିତି ଏକ ଶବ୍ଦ ରୂପରେ ଅନୁବାଦ କର ଯାହା ତୁମ ଭାଷାର ଅନୁସାରେ “ଆବା” ପରି ଶୁଭିବ ।