or_tn/gal/03/24.md

12 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# guardian
ଅତି ସରଳରେ କହିବାକୁ ଗଲେ “ଯେ ଜଣେ ଶିଶୁକୁ ଦେଖିବା ନିମନ୍ତେ ଭୁଲବଶତଃ ଦାୟିତ୍ବଭାର ଦିଏ,”ସେ ସାଧାରଣଭାବରେ ଜଣେ ଦାସ ଥିଲା ଯେ ପିତାମାତାଙ୍କ ଦ୍ବାରା ଦିଆଯାଇଥିବା ନିୟମଗୁଡିକୁ ଏବଂ ଆଚରଣକୁ ଚାଲୁ ରଖିବା ନିମନ୍ତେ ଦାୟୀ ଥିଲା ଏବଂ ଶିଶୁର କାର୍ଯ୍ୟକଳାପକୁ ପିତାମାତାଙ୍କୁ ଜଣାଇ ଦେବ ।
# until Christ came
ଖ୍ରୀଷ୍ଟଙ୍କ ଆଗମନର ସମୟ ପର୍ଯ୍ୟନ୍ତ
# so that we might be justified
ଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ, ଈଶ୍ବର ଆମମାନଙ୍କୁ ଧାର୍ମିକ କରିବା ନିମନ୍ତେ ଯୋଜନା କରିଥିଲେ । ଯେତେବେଳେ ଖ୍ରୀଷ୍ଟ ଆଗମନ କଲେ, ସେ ଆମମାନଙ୍କୁ ଧାର୍ମିକ କରିବା ନିମନ୍ତେ ତାହାଙ୍କ ଯୋଜନା ସଫଳ କଲେ । ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ତେଣୁ ଈଶ୍ବର ଆମମାନଙ୍କୁ ଧାର୍ମିକ ହେବା ଘୋଷଣା କରିବେ” (ଦେଖ: [[rc://*/ta/man/translate/figs-activepassive]])