or_tn/gal/03/13.md

16 lines
2.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ଏହି ବିଶ୍ବାସୀମାନଙ୍କୁ ପୁନର୍ବାର ସ୍ମରଣ କରାଇ ଦେଉଛନ୍ତି ଯେ ବ୍ୟବସ୍ଥା ପାଳନ ଜଣେ ବ୍ୟକ୍ତିକୁ ଉଦ୍ଧାର କରି ପାରିବ ନାହିଁ ଏବଂ ସେହି ବ୍ୟବସ୍ଥା ବିଶ୍ବାସ କରିବା ସକାଶୁ ଅବ୍ରାହାମଙ୍କୁ ଦିଆଯାଇଥିବା ପ୍ରତିଜ୍ଞା ସହିତ କୌଣସି ନୁତନ ସର୍ତ ଯୋଗ କରେ ନାହିଁ ।
# from the curse of the law
ବିଶେଷ୍ୟ “ଅଭିଶପ୍ତ” କୁ କ୍ରିୟା “ଅଭିଶପ୍ତ” ଶଦ୍ଦରେ ପ୍ରକାଶ କରାଯାଇପାରିବ ।” ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥାର କାରଣରୁ ଅଭିଶପ୍ତ ହେବା” କିମ୍ବା “ବ୍ୟବସ୍ଥାର ପାଳନ ନକରିବା କାରଣରୁ ଅଭିଶପ୍ତ ହେବା”
# from the curse of the law ... becoming a curse for us ... Cursed is everyone
ଏଠାରେ “ଅଭିଶପ୍ତ” ଶବ୍ଦ ଜଣେ ବ୍ୟକ୍ତିକୁ ଈଶ୍ବରଙ୍କ ଦଣ୍ଡଦେବା ନିମନ୍ତେ ଏକ ଲକ୍ଷଣ ସୂଚକ ଅଟେ ଯେଉଁ ବ୍ୟକ୍ତିକୁ ସେ ଅଭିଶାପ ଦେଇଛନ୍ତି । ଅନ୍ୟ ଏକ ଅନୁବାଦରେ: “ଆମମାନଙ୍କୁ ଈଶ୍ବର ଦଣ୍ଡିତ କରିବେ କାରଣ ଆମ୍ଭେମାନେ ବ୍ୟବସ୍ଥା ପାଳନ କରି ନାହୁ ... ଆମ୍ଭମାନଙ୍କ ବଦଳରେ ଈଶ୍ବର ତାହାଙ୍କୁ ଦଣ୍ଡିତ କରିଛନ୍ତି ... ଈଶ୍ବର ପ୍ରତ୍ୟେକ ଜଣଙ୍କୁ ଦଣ୍ଡିତ କରିବେ” (ଦେଖ: [[rc://*/ta/man/translate/figs-metonymy]])
# hangs on a tree
ପାଉଲ ଆପଣା ଶ୍ରୋତାମାନଙ୍କଠାରୁ ଏହା ବୁଝାଇବାକୁ ଆଶା କରୁଥିଲେ ସେ ଯୀଶୁଙ୍କୁ କ୍ରୁଶ ଉପରେ ଝୁଲାଇବା ଦର୍ଶାଉଥିଲେ ।