or_tn/gal/01/16.md

16 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# to reveal his Son in me
ସମ୍ଭାବିତ ଅର୍ଥଗୁଡିକ ୧) “ମୋତେ ତାହାଙ୍କ ପୁତ୍ରକୁ ଜାଣିବା ନିମନ୍ତେ ଅନୁମତି ଦେଲେ” କିମ୍ବା ) “ମୋ ଦ୍ବାରା ଜଗତ ନିକଟରେ ପ୍ରକାଶିତ କରିବା ନିମନ୍ତେ ଯେ ଯୀଶୁ ଈଶ୍ବରଙ୍କ ପୁତ୍ର ଅଟନ୍ତି ।”
# Son
ଏହା ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ । (ଦେଖ: [[rc://*/ta/man/translate/guidelines-sonofgodprinciples]])
# preach him
ସେ ଇଶ୍ବରଙ୍କ ପୁତ୍ର ହେବା ଘୋଷଣା କର କିମ୍ବା “ଈଶ୍ବରଙ୍କ ପୁତ୍ରଙ୍କ ବିଷୟରେ ଶୁଭ ସୁସମାଚାର ଘୋଷଣା କର”
# consult with flesh and blood
ଏହା ଏକ ଅଭିବ୍ୟକ୍ତ ଅଟେ ଯାହାର ଅର୍ଥ ଅନ୍ୟ ଲୋକମାନଙ୍କ ସହିତ କଥା ହେବା । ଅନ୍ୟ ଏକ ଅନୁବାଦରେ: “ଲୋକମାନଙ୍କୁ ସନ୍ଧେଶ ବୁଝାଇବା ନିମନ୍ତେ ମୋହର ସାହାଯ୍ୟ କରିବାକୁ କୁହ” (ଦେଖ: [[rc://*/ta/man/translate/figs-idiom]])