or_tn/gal/01/11.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ବର୍ଣ୍ଣନା କରନ୍ତି ଯେ ସେ ଅନ୍ୟମାନଙ୍କଠାରୁ ସୁସମାଚାର ଶିକ୍ଷାକରି ନାହାନ୍ତି; ସେ ଏହାକୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଶିକ୍ଷା କରିଛନ୍ତି ।
# brothers
ଦେଖ ତୁମେ ଏହାକୁ [ଗାଲତୀୟ ୧:](../୦୧/.md)ରେ କିପରି ଅନୁବାଦ କରିଅଛ ।
# not man's gospel
ଏହି ବାକ୍ୟାଶଂର ବ୍ୟବହାର କରି, ପାଉଲ ଏହା କହିବାକୁ ଚେଷ୍ଟା କରୁନଥିଲେ ଯେ ଯୀଶୁ ଖ୍ରୀଷ୍ଟ ନିଜେ ମନୁଷ୍ୟ ନ ଥିଲେ । କାରଣ ଖ୍ରୀଷ୍ଟ ଉଭୟ ମନୁଷ୍ୟ ଏବଂ ଈଶ୍ବର ଥିଲେ, ସେ ଜଣେ ପାପୀମନୁଷ୍ୟ ନୁହନ୍ତି । ସୁସମାଚାର କେଉଁଠାରୁ ଆସିଲା ତାହା ପାଉଲ ଉଲ୍ଲେଖ କରନ୍ତି; ଏହା ଅନ୍ୟ କୌଣସି ପାପୀମନୁଷ୍ୟଠାରୁ ଆସିନାହିଁ, କିନ୍ତୁ ଏହା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଆସିଅଛି ।