16 lines
1.5 KiB
Markdown
16 lines
1.5 KiB
Markdown
|
# Connecting Statement:
|
||
|
|
||
|
ପତ୍ରର ସମାପ୍ତିରେ, ପାଉଲ ବନ୍ଦୀଗୃହରେ ରହିଥିବା ସମୟରେ ସୁସମାଚାର କହିବାକୁ ସାହସ ପ୍ରାପ୍ତି ନିମନ୍ତେ ପ୍ରାର୍ଥନା କରିବା ନିମନ୍ତେ ସେମାନଙ୍କୁ ନିବେଦନ କରୁଛନ୍ତି ଓ ସେ ସେମାନଙ୍କ ସାନ୍ତ୍ବନା ନିମନ୍ତେ ତୁଖିକଙ୍କୁ ପଠାଉଥିବା ବିଷୟ ଜଣାଉଛନ୍ତି I
|
||
|
|
||
|
# that a message might be given to me
|
||
|
|
||
|
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର ମୋତେ ବାକ୍ୟ ପ୍ରଦାନ କରିବେ” କିମ୍ବା “ଯେପରି ଈଶ୍ବର ମୋତେ ବାର୍ତ୍ତା ଦେବେ” (ଦେଖ: [[rc://*/ta/man/translate/figs-activepassive]])
|
||
|
|
||
|
# when I open my mouth. Pray that I might make known with boldness
|
||
|
|
||
|
ପ୍ରାର୍ଥନା କର ଯେ ମୁଁ କଥା କହିବା ସମୟରେ ସାହସର ସହ ଜଣାଇପାରିବି
|
||
|
|
||
|
# open my mouth
|
||
|
|
||
|
ଏହା କହିବା ବିଷୟ ନିମନ୍ତେ ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “କଥା କହିବା” (ଦେଖ: [[rc://*/ta/man/translate/figs-idiom]])
|