or_tn/eph/06/13.md

8 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Therefore put on the whole armor of God
ଆପଣା ଶତ୍ରୁ ବିରୁଦ୍ଧରେ ନିଜକୁ ରକ୍ଷା କରିବାକୁ ଜଣେ ସୈନିକ ଯେ ପ୍ରକାରେ ସଜ୍ଜା ପରିଧାନ କରେ, ସେହି ପ୍ରକାରେ ଶୟତାନ ବିରୁଦ୍ଧରେ ଯୁଦ୍ଧ କରିବା ସମୟରେ ଖ୍ରୀଷ୍ଟିୟାନମାନେ ଈଶ୍ବର ଦେଉଥିବା ସୁରକ୍ଷାକାରୀ ସଂସାଧନ ଗୁଡିକୁ ବ୍ୟବହାର କରିବା ଉଚିତ I (ଦେଖ: [[rc://*/ta/man/translate/figs-metaphor]])
# so that you may be able to stand in this time of evil
“ଅଟଳ ରହିବା” ଶବ୍ଦଟି କୌଣସି ବିଷୟକୁ ସଫଳଭାବରେ ପ୍ରତିରୋଧକରିବା ବା ଯୁଦ୍ଧ କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ମନ୍ଦତାକୁ ପ୍ରତିରୋଧ କରିବାକୁ ସମର୍ଥ ହୋଇପାର” (ଦେଖ: [[rc://*/ta/man/translate/figs-metaphor]])