or_tn/eph/06/12.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# flesh and blood
ଏହି ଭାବ ଲୋକମାନଙ୍କୁ ବୁଝାଏ, ଏହା ଆତ୍ମାମାନଙ୍କୁ ବୁଝାଏ ନାହିଁ, ଯେଉଁମାନଙ୍କର ମନୁଷ୍ୟ ସଦୃଶ ଶରୀର ନାହିଁ I (ଦେଖ: [[rc://*/ta/man/translate/figs-synecdoche]])
# against the powers over this present darkness
ଏଠାରେ ଏହା ସୂଚାଇଥାଏ ଯେ “ଆଧିପତ୍ୟ” ପରାକ୍ରମୀ ଆତ୍ମିକ ପ୍ରାଣୀମାନଙ୍କୁ ବୁଝାଏ I ଏଠାରେ “ଅନ୍ଧକାର” ମନ୍ଦ ବିଷୟଗୁଡିକ ନିମନ୍ତେ ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ଏହି ବର୍ତ୍ତମାନ ଯୁଗର ମନ୍ଦ ସମୟରେ ଲୋକମାନଙ୍କ ଉପରେ ରାଜତ୍ବ କରୁଥିବା ପରାକ୍ରମୀ ଆତ୍ମିକ ପ୍ରାଣୀମାନଙ୍କ ବିରୁଦ୍ଧରେ” (ଦେଖ: [[rc://*/ta/man/translate/figs-explicit]] ଓ [[rc://*/ta/man/translate/figs-metaphor]])