or_tn/eph/05/19.md

20 lines
2.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# psalms and hymns and spiritual songs
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଈଶ୍ବରଙ୍କର ପ୍ରଶଂସା କରିବାକୁ ସମସ୍ତ ପ୍ରକାର ଗୀତ” ନିମନ୍ତେ ଏକ ସଂକୀର୍ତ୍ତନ ଭାବରେ ପାଉଲ ଏହି ଶବ୍ଦଗୁଡିକୁ ବ୍ୟବହାର କରୁଛନ୍ତି କିମ୍ବା ) ପାଉଲ ନିର୍ଦ୍ଦିଷ୍ଟ ପ୍ରକାର ସଂଗୀତକୁ ତାଲିକାଭୁକ୍ତ କରୁଛନ୍ତି I (ଦେଖ: [[rc://*/ta/man/translate/figs-merism]])
# psalms
ଏସବୁ ସମ୍ଭବତଃ ଖ୍ରୀଷ୍ଟିୟାନମାନେ ଗାଉଥିବା ପୁରାତନ ନିୟମର ଗୀତସଂହିତାର ଗୀତ ସବୁ ଅଟେ I
# hymns
ଏସବୁ ପ୍ରଶଂସା ଓ ଉପାସନାର ଗୀତ ଯାହା ନିର୍ଦ୍ଦିଷ୍ଟ ଭାବରେ ଖ୍ରୀଷ୍ଟିୟାନମାନେ ଗାଇବା ନିମନ୍ତେ ଲେଖା ହୋଇ ଥାଇପାରେ I
# spiritual songs
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏସବୁ ଏପ୍ରକାର ଗୀତ ଯାହା ଜଣେ ବ୍ୟକ୍ତିକୁ ପବିତ୍ର ଆତ୍ମା ଠିକ୍ ସେହି ମୁହୂର୍ତ୍ତରେ ଗାଇବାକୁ ପ୍ରେରଣା ଦିଅନ୍ତି କିମ୍ବା ) “ଆଧ୍ୟାତ୍ମିକ ଗୀତ” ଓ ସ୍ତୋତ୍ର” ଗୀତର ଦୁଇପଦିଆ ଅଂଶ ଯାହା ମୌଳିକଭାବରେ ଏକା ବିଷୟ ଅଟେ I (ଦେଖ: [[rc://*/ta/man/translate/figs-doublet]])
# with all your heart
ଏଠାରେ “ହୃଦୟ” ଗୋଟିଏ ରୂପକ ଯାହା ଜଣେ ବ୍ୟକ୍ତିର ଭାବନା ବା ଆନ୍ତରିକ ପୁରୁଷକୁ ବୁଝାଏ I “ତୁମ୍ଭମାନଙ୍କ ହୃଦୟର ସହିତ” ବାକ୍ୟାଂଶର ଅର୍ଥ ହେଉଛି କୌଣସି କାର୍ଯ୍ୟକୁ ଉତ୍ସାହର ସହ କରିବା I ବିକଳ୍ପ ଅନୁବାଦ: “ତୁମ୍ଭର ପ୍ରାଣ ସହିତ” କିମ୍ବା “ଉତ୍ସାହର ସହିତ” (ଦେଖ: [[rc://*/ta/man/translate/figs-metonymy]])