or_tn/eph/05/11.md

12 lines
1.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# Do not associate with the unfruitful works of darkness
ଅବିଶ୍ବାସୀମାନେ କରୁଥିବା ନିଷ୍ଫଳ ପାପପୂର୍ଣ୍ଣ ବିଷୟ ସମ୍ବନ୍ଧରେ ପାଉଲ କହନ୍ତି ଯେ ସତେ ଯେପରି ତାହା ଲୋକମାନେ ଅନ୍ଧକାରରେ କରୁଥିବା ମନ୍ଦ କାର୍ଯ୍ୟସବୁ ଅଟେ ଯେପରିକି କେହି ସେମାନଙ୍କୁ ଦେଖି ପାରିବ ନାହିଁ I ବିକଳ୍ପ ଅନୁବାଦ: “ଅବିଶ୍ବାସୀମାନଙ୍କ ସହ ନିଷ୍ଫଳ ପାପପୂର୍ଣ୍ଣ କାର୍ଯ୍ୟ କର ନାହିଁ” (ଦେଖ: [[rc://*/ta/man/translate/figs-metaphor]])
# unfruitful works
ଉତ୍ତମ, ଉପକାରୀ ଓ ଲାଭଜନକ ବିଷୟ କରୁ ନ ଥିବା କାର୍ଯ୍ୟ I ପାଉଲ ମନ୍ଦ କର୍ମଗୁଡିକୁ କୌଣସି ଉତ୍ତମ ଫଳ ଉତ୍ପନ୍ନ କରୁ ନ ଥିବା ଗୋଟିଏ ଅସୁସ୍ଥ ବୃକ୍ଷ ସହିତ ତୁଳନା କରୁଛନ୍ତି I (ଦେଖ: [[rc://*/ta/man/translate/figs-metaphor]])
# expose them
ଅନ୍ଧକାରର କର୍ମ ବିରୁଦ୍ଧରେ କହିବା ବିଷୟରେ କୁହାଯାଏ ଯେ ସତେ ଯେପରି ସେଗୁଡିକୁ ଆଲୋକ ମଧ୍ୟକୁ ଅଣାଯାଉଛି, ଯେପରି ଲୋକମାନେ ତାହା ଦେଖିପାରିବେ I ବିକଳ୍ପ ଅନୁବାଦ: “ସେଗୁଡିକୁ ବାହାର କରି ଆଲୋକ ମଧ୍ୟକୁ ଆଣ” କିମ୍ବା ସେଗୁଡିକୁ ଅନାବୃତ କର’ କିଅବା “ଲୋକମାନଙ୍କୁ ଦେଖାଇ କୁହ ଯେ ଏହି କର୍ମଗୁଡିକ କେତେ ମନ୍ଦ ଅଟେ” (ଦେଖ: [[rc://*/ta/man/translate/figs-metaphor]])