or_tn/eph/04/30.md

8 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# do not grieve
ଦୁଃଖ ଦିଅ ନାହିଁ କିମ୍ବା “ବିଚଳିତ କର ନାହିଁ”
# for it is by him that you were sealed for the day of redemption
ପବିତ୍ରଆତ୍ମା ବିଶ୍ବାସୀମାନଙ୍କୁ ନିଶ୍ଚୟତା ଦିଅନ୍ତି ଯେ ଈଶ୍ବର ସେମାନଙ୍କୁ ମୁକ୍ତ କରିବେ I ପାଉଲ ପବିତ୍ର ଆତ୍ମାଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ବିଶ୍ବାସୀମାନଙ୍କ ଉପରେ ଈଶ୍ବର ପକାଉଥିବା ଗୋଟିଏ ଚିହ୍ନ ଅଟନ୍ତି, ଯଦ୍ଦ୍ବାରା ସେମାନଙ୍କୁ ଈଶ୍ବର କ୍ରୟ କରିଅଛନ୍ତି ବୋଲି ଜଣାପଡିବ I ବିକଳ୍ପ ଅନୁବାଦ: “କାରଣ ସେ ହେଉଛନ୍ତି ମୁଦ୍ରାଙ୍କନ ଯାହା ତୁମ୍ଭମାନଙ୍କୁ ନିଶ୍ଚୟତା ଦିଏ ଯେ ମୁକ୍ତି ଦିବସରେ ଈଶ୍ବର ତୁମ୍ଭମାନଙ୍କୁ ମୁକ୍ତ କରିବେ” କିମ୍ବା “ସେ ହେଉଛନ୍ତି ସେହି ବ୍ୟକ୍ତି ଯେ କି ମୁକ୍ତି ଦିବସରେ ଈଶ୍ବର ତୁମ୍ଭମାନଙ୍କୁ ମୁକ୍ତ କରିବେ ବୋଲି ନିଶ୍ଚୟତା ଦିଅନ୍ତି” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]])