or_tn/eph/04/19.md

4 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# have handed themselves over to sensuality
ପାଉଲ ଏହି ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ କିଛି ବସ୍ତୁ, ଯାହା ସେମାନେ ଆପଣା ଆପଣାକୁ ଅନ୍ୟମାନଙ୍କ ନିକଟରେ ଦେଇଦେଉଛନ୍ତି, ପୁଣି ସେମାନେ ଆପଣା ଆପଣାର ଶାରୀରିକ ଅଭିଳାଷକୁ ପୂର୍ଣ୍ଣ କରିବାକୁ ଯେଭଳି ଭାବରେ ଇଚ୍ଛା କରୁଛନ୍ତି, ସେ ବିଷୟରେ ସେ କହୁଛନ୍ତି ଯେ ସତେ ଯେପରି ଏହା ଜଣେ ଲୋକ, ଯାହାଙ୍କ ନିକଟରେ ସେମାନେ ଆପଣା ଆପଣାକୁ ଦେଇଦେଉଛନ୍ତି” ବିକଳ୍ପ ଅନୁବାଦ: “ସେମାନେ କେବଳ ଆପଣାର ଶାରୀରିକ ଅଭିଳାଷକୁ ପୂର୍ଣ୍ଣ କରିବାକୁ ଇଚ୍ଛା କରୁଛନ୍ତି""(ଦେଖ: [[rc://*/ta/man/translate/figs-metaphor]])