or_tn/eph/03/18.md

16 lines
3.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# May you have strength so you can understand
୧୭ ପଦରେ ଏହିପରି ଭାବେ ଆରମ୍ଭ ହେଉଥିବା ପଦଗୁଡିକ “ବିଶ୍ବାସ ...ଯେପରି ତୁମ୍ଭେମାନେ ତାହାଙ୍କ ପ୍ରେମରେ ବଦ୍ଧମୂଳ ଓ ଦୃଢ଼ରୂପେ ସ୍ଥାପିତ ହୋଇପାରିବ” ସହିତ ଏହି ପଦସବୁକୁ ଦୁଇ ପ୍ରକାରେ ଯୋଡାଯାଇପାରିବ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ବିଶ୍ବାସ I ମୁଁ ପ୍ରାର୍ଥନା କରୁଅଛି ଯେ ତୁମ୍ଭେମାନେ ତାହାଙ୍କ ପ୍ରେମରେ ବଦ୍ଧମୂଳ ଓ ଦୃଢ଼ରୂପେ ସ୍ଥାପିତ ହୋଇପାରିବ, ଯେପରି ତୁମ୍ଭେମାନେ ବଳପାଇ ବୁଝିପାରିବ” କିମ୍ବା ) “ବିଶ୍ବାସ, ଯେପରି ତୁମ୍ଭେମାନେ ତାହାଙ୍କ ପ୍ରେମରେ ବଦ୍ଧମୂଳ ଓ ଦୃଢ଼ରୂପେ ସ୍ଥାପିତ ହୋଇପାରିବ I ମୁଁ ମଧ୍ୟ ପ୍ରାର୍ଥନା କରୁଅଛି ଯେ ତୁମ୍ଭେମାନେ ବଳପାଇବ, ଯେପରି ତୁମ୍ଭେମାନେ ବୁଝିପାରିବ ”
# so you can understand
ଏହା ଦ୍ବିତୀୟ ବିଷୟ, ଯେଉଁଥିପାଇଁ ପାଉଲ ଜାନୁ ପାତି ପ୍ରାର୍ଥନା କରୁଛନ୍ତି: ପ୍ରଥମ ବିଷୟଟି ହେଲା ଯେ ଈଶ୍ବର ସେମାନଙ୍କୁ ବଳବାନ୍ ହେବାକୁ ଦେବେ ([ଏଫିସୀୟ ୩:୧୬](../03/16.md)) ଓ ବିଶ୍ବାସ ଦ୍ବାରା ଖ୍ରୀଷ୍ଟ ଯେପରି ସେମାନଙ୍କ ହୃଦୟରେ ବାସ କରିବେ ([ଏଫିସୀୟ ୩:୧୭](../03/17.md))I ଆଉ ପାଉଲ ପ୍ରାର୍ଥନା କରୁଥିବା ପ୍ରଥମ ବିଷୟ ହେଉଛି “ବୁଝିବା,” ଯେପରି ଏଫିସୀୟମାନେ ନିଜେ ନିଜେ ବୁଝିବାକୁ ସମର୍ଥ ହେବେ I
# all the believers
ଖ୍ରୀଷ୍ଟରେ ସମସ୍ତ ବିଶ୍ବାସୀମାନେ କିମ୍ବା “ସମସ୍ତ ସାଧୁମାନେ”
# the width, the length, the height, and the depth
ସମ୍ଭାବିତ ଅର୍ଥଗୁଡିକହେଲା ୧) ଏହି ପଦଗୁଡିକ ଈଶ୍ବରଙ୍କ ଜ୍ଞାନର ମହାନତାକୁ ବର୍ଣ୍ଣନା କରେ I ବିକଳ୍ପ ଅନୁବାଦ: “ଈଶ୍ବର କେତେ ମହା ବୁଦ୍ଧିମାନ୍” କିମ୍ବା ) ଏହି ପଦଗୁଡିକ ଆମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କ ପ୍ରେମର ଘନତ୍ବକୁ ବର୍ଣ୍ଣନା କରେ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଆମ୍ଭମାନଙ୍କୁ କେତେ ପ୍ରେମ କରନ୍ତି” (ଦେଖ: [[rc://*/ta/man/translate/figs-metaphor]])