or_tn/eph/03/14.md

8 lines
1022 B
Markdown
Raw Permalink Normal View History

2020-11-19 00:15:53 +00:00
# For this reason
କାରଣଟି କଅଣ, ଏହା ତୁମକୁ ସ୍ପଷ୍ଟ କରିଦେବା ଆବଶ୍ୟକ I ବିକଳ୍ପ ଅନୁବାଦ: “କରଣ ଈଶ୍ବର ତୁମ୍ଭମାନଙ୍କ ନିମନ୍ତେ ଏ ସମସ୍ତ କରିଅଛନ୍ତି” (ଦେଖ: [[rc://*/ta/man/translate/figs-explicit]])
# I bend my knees to the Father
ନତଜାନୁ ଗୁଡିକ ହେଉଛି ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣଭାବରେ ପ୍ରାର୍ଥନାର ମନୋଭାବରେ ଥିବାର ଗୋଟିଏ ପ୍ରତିଛବି I ବିକଳ୍ପ ଅନୁବାଦ: “ମୁଁ ଜାନୁ ପାତି ପିତାଙ୍କ ନିକଟରେ ପ୍ରାର୍ଥନା କରୁଅଛି” କିମ୍ବା “ମୁଁ ନମ୍ରଭାବରେ ପିତାଙ୍କ ନିକଟରେ ପ୍ରାର୍ଥନା କରୁଅଛି” (ଦେଖ: [[rc://*/ta/man/translate/figs-synecdoche]])