or_tn/eph/02/21.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# the whole building fits together and grows as a temple
ପାଉଲ ଖ୍ରୀଷ୍ଟଙ୍କ ପରିବାର ବିଷୟରେ କହିବା ଜାରିରଖିଛନ୍ତି ଯେ ସତେ ଯେପରି ଏହା ଗୋଟିଏ ଗୃହ ଅଟେ I ଜଣେ ଗୃହ ନିର୍ମାଣକାରୀ ଯେପରି ନିର୍ମାଣକରିବା ସମୟରେ ପ୍ରସ୍ତରଗୁଡିକୁ ଏକତ୍ର ସଂଲଗ୍ନ କରନ୍ତି, ଠିକ୍ ସେପରି ଖ୍ରୀଷ୍ଟ ଆମ୍ଭମାନଙ୍କୁ ସଂଲଗ୍ନ କରିଅଛନ୍ତି I (ଦେଖ: [[rc://*/ta/man/translate/figs-metaphor]])
# In him ... in the Lord
ଖ୍ରୀଷ୍ଟଙ୍କଠାରେ ...ପ୍ରଭୁ ଯୀଶୁଙ୍କଠାରେ, ଏହି ରୂପକଗୁଡିକ ଖ୍ରୀଷ୍ଟ ଓ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଥିବା ଏକ ଯଥା ସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରୁଅଛି I (ଦେଖ: [[rc://*/ta/man/translate/figs-metaphor]])