or_tn/eph/02/09.md

4 lines
732 B
Markdown
Raw Permalink Normal View History

2020-11-19 00:15:53 +00:00
# not from works, so that no one may boast
ଏଠାରେ ତୁମେ ଗୋଟିଏ ନୂଆ ବାକ୍ୟ ଆରମ୍ଭ କରିବାକୁ ଇଚ୍ଛା କରିପାର I ବିକଳ୍ପ ଅନୁବାଦ: “ପରିତ୍ରାଣ କ୍ରିୟାକର୍ମରୁ ହୁଏ ନାହିଁ, ଯେପରି କେହି ଦର୍ପ ନ କରେ” କିମ୍ବା “ଜଣେ ଲୋକର କର୍ମ ସକାଶୁ ଈଶ୍ବର ତାହାର ପରିତ୍ରାଣ କରନ୍ତି ନାହିଁ, ଯେପରି କେହି ଦର୍ପକରି କହିପାରିବ ନାହିଁ ଯେ ସେ ତାହାର ପରିତ୍ରାଣ ଅର୍ଜନ କରିଅଛି”