or_tn/eph/01/13.md

12 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ପୂର୍ବବର୍ତ୍ତୀ ଦୁଇଟି ପଦରେ ପାଉଲ ଆପଣା ବିଷୟରେ ଓ ଅନ୍ୟ ଯିହୂଦୀମାନଙ୍କ ବିଷୟରେ କହି ଆସୁଛନ୍ତି, କିନ୍ତୁ ବର୍ତ୍ତମାନ ସେ ଏଫିସୀୟ ବିଶ୍ବାସୀମାନଙ୍କ ବିଷୟରେ କହିବାକୁ ଆରମ୍ଭ କରୁଛନ୍ତି I
# the word of truth
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସତ୍ୟ ବିଷୟକ ବାକ୍ୟ” ) “ସତ୍ୟ ବାକ୍ୟ”
# were sealed with the promised Holy Spirit
ପତ୍ରଟି କିଏ ଲେଖିଛନ୍ତି, ତାହାଙ୍କୁ ଦର୍ଶାଇବା ନିମନ୍ତେ ପତ୍ର ଉପରେ ମହମ ଲଗାଇ ଏକ ଚିହ୍ନ ସହିତ ମୁଦ୍ରାଙ୍କନ କରାଯାଉଥିଲା I ଆମ୍ଭେମାନେ ଯେ ତାହାଙ୍କର ଅଟୁ ଆମ୍ଭମାନଙ୍କୁଏହି ନିଶ୍ଚିତ ବୋଧ ଦେବାକୁ ଈଶ୍ବର କିପରି ପବିତ୍ର ଆତ୍ମାଙ୍କୁ ବ୍ୟବହାର କରିଛନ୍ତି, ତାହା ଦେଖାଇବାକୁ ପାଉଲ ଏହି ପରମ୍ପରାକୁ ଗୋଟିଏ ପ୍ରତିଛବି ଭାବରେ ବ୍ୟବହାର କରୁଛନ୍ତି I (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]])